ପୂର୍ବରୁ ଏଠାକାର ଲୋକମାନେ କେବଳ ଧାନ ଚାଷ କରି ଆସୁଥିଲେ। ତେବେ ଗତ କିଛି ବର୍ଷ ହେଲାଣି ଗାଁରେ ଥିବା ଟାଙ୍ଗରା ପଡ଼ିଆରେ ପ୍ରଥମେ କିଛି ଚାଷୀ କୋବି ଭଳି ପରିବା ଚାଷ ଆରମ୍ଭ କରିଥିଲେ। ପରେ ଏହାକୁ ଦେଖି ଗାଁର ଅନେକ ଲୋକ ସବୁଜ ପରିବା ଚାଷ ଆରମ୍ଭ କରିଥିଲେ। ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟ ଚାକିରୀ ପଛରେ ନଯାଇ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାର କରି ଚାଷ କଲେ ଆଉ ଏବେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମଧ୍ୟ।
ଏଠାକାର ଲୋକମାନେ କେବଳ ଧାନ ଚାଷ କରି ଆସୁଥିଲେ
April 22, 2022
0