ଦିନ ହେଲା ଅନେକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ହିନ୍ଦୁତ୍ବ ଆଦର୍ଶବାଦୀ ବିନାୟକ ଦାମୋଦର ସାବରକରଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଆସୁଛନ୍ତି। ସାବରକର ଙ୍କୁ ଭାରତରତ୍ନ ଦିଆଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଭାଗବତ କହିଥିଲେ, ମୁଁ ଏହି କମିଟିରେ ନାହିଁ, ଯଦି ମୋତେ ସୁଯୋଗ ମିଳେ ମୁଁ ନିଶ୍ଚୟ ଏଥିପାଇଁ ଦାବି କରିବି।