କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାରାରାଜ୍ୟରେ ଏବେ ବି ଚାଲିଛି ପୋଷାକ ବଣ୍ଟା। ୟୁନିଫର୍ମ ବଣ୍ଟା ସରିଗଲାଣି ବୋଲି ମନ୍ତ୍ରୀ କହୁଥିବାବେଳେ କେନ୍ଦ୍ରାପଡା ଡିଇଓ ଗୁମର ଖୋଲି ଦେଇଛନ୍ତି। ଯାହା ଗଣଶିକ୍ଷା ବିଭାଗ ସଚିବ, ଓସେପା ନିର୍ଦ୍ଦେଶକ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ମୁଖ୍ୟମନ୍ତ୍ରୀ ଟଙ୍କା ଦେବା ପରେ ବି ବିଭାଗର ଅବହେଳା ପାଇଁ କେମିତି ହଜାର ହଜାର ପିଲା ପୋଷାକ ପାଇବାରୁ ବଂଚିତ ତାହା ପଦାରେ ପଡିଛି। ଯାହାକୁ ନିନ୍ଦା କରିଛନ୍ତି ଶିକ୍ଷାବିତ୍
ମୁଖ୍ୟମନ୍ତ୍ରୀ ଟଙ୍କା ଦେବା ପରେ ବି ବିଭାଗର ଅବହେଳା
January 01, 2024
0