ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ମନ୍ଦିରର ଶିଖରରେ ପତାକା

Searchforjob24
0

ଅଯୋଧ୍ୟା,୨୪/୧୧: ରାମନଗରୀ ଅଯୋଧ୍ୟା ପୁଣିଥରେ ନିଜ ଭବ୍ୟ ତଥା ଐତିହାସିକ ଉତ୍ସବ ପାଇଁ ପ୍ରସ୍ତୁତ ହୋଇଛି । ଆସନ୍ତା ୨୫ ତାରିଖ (ମଙ୍ଗଳବାର)ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଛି ଧ୍ୱଜାରୋହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ପ୍ରଧାନମନ୍ତ୍ରୀ ମନ୍ଦିରର ଶିଖରରେ ପତାକା ଉଡ଼ାଇବେ । ଏଥିଲାଗି ମନ୍ଦିର ପରିସର ତଥା ସମଗ୍ର ସହରରେ ପ୍ରସ୍ତୁତି ବାତାବରଣ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ରହିଛି । ସାଧୁ ଓ ସନ୍ଥ ସମାଜରେ ମଧ୍ୟ ଏହି ଐତିହାସିକ ଅବସରକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଧ୍ୱଜାରୋହଣ ଉତ୍ସବ କୋଟି କୋଟି ରାମଭକ୍ତଙ୍କ ଲାଗି ଗର୍ବର ମୁହୂର୍ତ୍ତ ବୋଲି ସନ୍ଥମାନେ ଦର୍ଶାଇଛନ୍ତି
 

Tags
  • Newer

    ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ମନ୍ଦିରର ଶିଖରରେ ପତାକା

Post a Comment

0 Comments

Post a Comment (0)
3/related/default